or_tn/mrk/13/25.md

16 lines
1.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# the stars will fall from the sky
ଏହାର ଅର୍ଥ ନୁହେଁ ଯେ ସେମାନେ ପୃଥିବୀରେ ପଡିବେ କିନ୍ତୁ ସେମାନେ ପଡିବେ ଯେଉଁଠାରେ ସେମାନେ ବର୍ତ୍ତମାନ ଅଛନ୍ତି I ଅନ୍ୟଏକ ଅନୁବାଦରେ: “ନକ୍ଷତ୍ରମାଳା ସେମାନଙ୍କ ସ୍ଥାନରୁ ଆକାଶରୁ ସ୍ଖଳିତ ହେବେ” (ଦେଖ: [[rc://*/ta/man/translate/figs-explicit]])
# the powers that are in the heavens will be shaken
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆକାଶମଣ୍ଡଳର ଶକ୍ତିସମୁହ ବିଚଳିତ ହେବ” କିମ୍ବା “ଈଶ୍ବର ଆକାଶମଣ୍ଡଳର ଶକ୍ତିସମୁହକୁ ସ୍ଖଳିତ କରିବେ” (ଦେଖ: [[rc://*/ta/man/translate/figs-activepassive]])
# the powers that are in the heavens
ସ୍ବର୍ଗରେ ଶକ୍ତିଶାଳୀ ବିଷୟ ଗୁଡିକ I ସାମ୍ଭାବିତ ଅର୍ଥଗୁଡିକ ୧) ଏହା ସୁର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମଣ୍ଡଳକୁ ବୁଝାଏ କିମ୍ବା ) ଏହା ଶକ୍ତିଯୁକ୍ତ ଆତ୍ମିକ ଜୀବମାନଙ୍କୁ ବୁଝାଏ
# in the heavens
ଆକାଶରେ