or_tn/mrk/13/25.md

1.5 KiB
Raw Permalink Blame History

the stars will fall from the sky

ଏହାର ଅର୍ଥ ନୁହେଁ ଯେ ସେମାନେ ପୃଥିବୀରେ ପଡିବେ କିନ୍ତୁ ସେମାନେ ପଡିବେ ଯେଉଁଠାରେ ସେମାନେ ବର୍ତ୍ତମାନ ଅଛନ୍ତି I ଅନ୍ୟଏକ ଅନୁବାଦରେ: “ନକ୍ଷତ୍ରମାଳା ସେମାନଙ୍କ ସ୍ଥାନରୁ ଆକାଶରୁ ସ୍ଖଳିତ ହେବେ” (ଦେଖ: rc://*/ta/man/translate/figs-explicit)

the powers that are in the heavens will be shaken

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆକାଶମଣ୍ଡଳର ଶକ୍ତିସମୁହ ବିଚଳିତ ହେବ” କିମ୍ବା “ଈଶ୍ବର ଆକାଶମଣ୍ଡଳର ଶକ୍ତିସମୁହକୁ ସ୍ଖଳିତ କରିବେ” (ଦେଖ: rc://*/ta/man/translate/figs-activepassive)

the powers that are in the heavens

ସ୍ବର୍ଗରେ ଶକ୍ତିଶାଳୀ ବିଷୟ ଗୁଡିକ I ସାମ୍ଭାବିତ ଅର୍ଥଗୁଡିକ ୧) ଏହା ସୁର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମଣ୍ଡଳକୁ ବୁଝାଏ କିମ୍ବା ) ଏହା ଶକ୍ତିଯୁକ୍ତ ଆତ୍ମିକ ଜୀବମାନଙ୍କୁ ବୁଝାଏ

in the heavens

ଆକାଶରେ