or_tn/mrk/13/22.md

16 lines
1.4 KiB
Markdown

# false Christs
ଯେଉଁ ଲୋକମାନେ ସେମାନେ ଖ୍ରୀଷ୍ଟ ବୋଲି ଦାବି କରନ୍ତି
# so as to deceive
ପ୍ରତାରଣା କରିବା ଉଦ୍ଦେଶ୍ୟରେ କିମ୍ବା “ପ୍ରତାରଣା କରିବାକୁ ଆଶା କରନ୍ତି” କିମ୍ବା “ପ୍ରତାରଣା କରିବାକୁ ଚେଷ୍ଟା କରନ୍ତି”
# so as to deceive, if possible, even the elect
“ଏପରିକି ମନୋନିତ” ବାକ୍ୟାଂଶର ଅର୍ଥ ଯେ କିଛି ଲୋକଙ୍କୁ ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭାବବାଦୀ ପ୍ରତାରଣା କରିବେ, କିନ୍ତୁ ସେମାନେ ଜାଣିବେ ନାହିଁ ଯଦି ସେମାନେ ମନୋନିତଙ୍କୁ ପ୍ରତାରଣା କରିବାକୁ ସକ୍ଷମ ହୋଇ ପାରିବେ I ଅନ୍ୟଏକ ଅନୁବାଦରେ: “ଲୋକମାନଙ୍କୁ ପ୍ରତାରଣା କରିବା ଉଦ୍ଦେଶ୍ୟରେ, ଓ ଏପରିକି ମନୋନିତ ପ୍ରତାରଣା କରିବା, ଯଦି ତାହା ସମ୍ଭବ ହୁଏ” (ଦେଖ: [[rc://*/ta/man/translate/figs-ellipsis]])
# the elect
ଈଶ୍ବର ଯେଉଁ ଲୋକମାନଙ୍କୁ ମନୋନିତ କରିଛନ୍ତି