or_tn/mrk/13/22.md

1.4 KiB

false Christs

ଯେଉଁ ଲୋକମାନେ ସେମାନେ ଖ୍ରୀଷ୍ଟ ବୋଲି ଦାବି କରନ୍ତି

so as to deceive

ପ୍ରତାରଣା କରିବା ଉଦ୍ଦେଶ୍ୟରେ କିମ୍ବା “ପ୍ରତାରଣା କରିବାକୁ ଆଶା କରନ୍ତି” କିମ୍ବା “ପ୍ରତାରଣା କରିବାକୁ ଚେଷ୍ଟା କରନ୍ତି”

so as to deceive, if possible, even the elect

“ଏପରିକି ମନୋନିତ” ବାକ୍ୟାଂଶର ଅର୍ଥ ଯେ କିଛି ଲୋକଙ୍କୁ ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭାବବାଦୀ ପ୍ରତାରଣା କରିବେ, କିନ୍ତୁ ସେମାନେ ଜାଣିବେ ନାହିଁ ଯଦି ସେମାନେ ମନୋନିତଙ୍କୁ ପ୍ରତାରଣା କରିବାକୁ ସକ୍ଷମ ହୋଇ ପାରିବେ I ଅନ୍ୟଏକ ଅନୁବାଦରେ: “ଲୋକମାନଙ୍କୁ ପ୍ରତାରଣା କରିବା ଉଦ୍ଦେଶ୍ୟରେ, ଓ ଏପରିକି ମନୋନିତ ପ୍ରତାରଣା କରିବା, ଯଦି ତାହା ସମ୍ଭବ ହୁଏ” (ଦେଖ: rc://*/ta/man/translate/figs-ellipsis)

the elect

ଈଶ୍ବର ଯେଉଁ ଲୋକମାନଙ୍କୁ ମନୋନିତ କରିଛନ୍ତି