or_tn/mrk/13/07.md

930 B
Raw Permalink Blame History

hear of wars and rumors of wars

ଯୁଦ୍ଧ ଓ ସଂଗ୍ରାମର ଜନରବ ଶୁଣିବ I ସାମ୍ଭାବିତ ଅର୍ଥଗୁଡିକ ୧) “ଯୁଦ୍ଧର ଜନରବ ଓ ନିକଟରେ କିମ୍ବା ଦୁରରେ ଯୁଦ୍ଧର ସମ୍ବାଦ ଶୁଣିବ” କିମ୍ବା ) “ଯୁଦ୍ଧର ଆରମ୍ଭ ଓ ଯୁଦ୍ଧ ଆରମ୍ଭ ହେବାର ସମ୍ବାଦ ଶୁଣିବ”

but the end is not yet

କିନ୍ତୁ ଏହା ଯୁଗାନ୍ତ ନୁହେଁ କିମ୍ବା “କିନ୍ତୁ ସେହିକାଳ ସୁଦ୍ଧା ଯୁଗାନ୍ତ ହେବ ନାହି” କିମ୍ବା “ଯୁଗାନ୍ତ ପରେ ହେବ”

the end

ଏହା ହୁଏତ ପୃଥିବୀର ଅନ୍ତିମ ସମୟକୁ ବୁଝାଏ I (ଦେଖ: rc://*/ta/man/translate/figs-explicit)