# hear of wars and rumors of wars ଯୁଦ୍ଧ ଓ ସଂଗ୍ରାମର ଜନରବ ଶୁଣିବ I ସାମ୍ଭାବିତ ଅର୍ଥଗୁଡିକ ୧) “ଯୁଦ୍ଧର ଜନରବ ଓ ନିକଟରେ କିମ୍ବା ଦୁରରେ ଯୁଦ୍ଧର ସମ୍ବାଦ ଶୁଣିବ” କିମ୍ବା ୨) “ଯୁଦ୍ଧର ଆରମ୍ଭ ଓ ଯୁଦ୍ଧ ଆରମ୍ଭ ହେବାର ସମ୍ବାଦ ଶୁଣିବ” # but the end is not yet କିନ୍ତୁ ଏହା ଯୁଗାନ୍ତ ନୁହେଁ କିମ୍ବା “କିନ୍ତୁ ସେହିକାଳ ସୁଦ୍ଧା ଯୁଗାନ୍ତ ହେବ ନାହି” କିମ୍ବା “ଯୁଗାନ୍ତ ପରେ ହେବ” # the end ଏହା ହୁଏତ ପୃଥିବୀର ଅନ୍ତିମ ସମୟକୁ ବୁଝାଏ I (ଦେଖ: [[rc://*/ta/man/translate/figs-explicit]])