or_tn/mrk/13/03.md

12 lines
1.0 KiB
Markdown

# Connecting Statement:
ମନ୍ଦିର ଧ୍ବଂସ ସମ୍ବନ୍ଧରେ ଓ କ’ଣ ଘଟିବାକୁ ଯାଉଅଛି ଯୀଶୁ ଶିଷ୍ୟମାନଙ୍କୁ ଉତ୍ତର ଦେଉଛନ୍ତି, ଭବିଷ୍ୟତରେ କ’ଣ ସବୁ ଘଟିବାକୁ ଯାଉଛି ଯୀଶୁ ସେମାନଙ୍କୁ କହିଲେ I
# As he sat on the Mount of Olives opposite the temple, Peter
ଏହା ସ୍ପଷ୍ଟରୁପେ ପ୍ରକାଶ କରାଯାଇ ପାରିବ ଯେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଜୀତ ପର୍ବତକୁ ଗଲେ I ଅନ୍ୟଏକ ଅନୁବାଦରେ: “ଜୀତ ପର୍ବତକୁ ଆସିବା ପରେ, ଯାହାକି ମନ୍ଦିର ସମ୍ମୁଖରେ ଅବସ୍ଥିତ ଥିଲା, ଯୀଶୁ ବସିଲେ I ପରେ ପିତର “ (ଦେଖ: [[rc://*/ta/man/translate/figs-explicit]])
# privately
ଯେତେବେଳେ ସେମାନେ ଏକାକି ଥିଲେ