or_tn/mrk/13/03.md

1.0 KiB

Connecting Statement:

ମନ୍ଦିର ଧ୍ବଂସ ସମ୍ବନ୍ଧରେ ଓ କ’ଣ ଘଟିବାକୁ ଯାଉଅଛି ଯୀଶୁ ଶିଷ୍ୟମାନଙ୍କୁ ଉତ୍ତର ଦେଉଛନ୍ତି, ଭବିଷ୍ୟତରେ କ’ଣ ସବୁ ଘଟିବାକୁ ଯାଉଛି ଯୀଶୁ ସେମାନଙ୍କୁ କହିଲେ I

As he sat on the Mount of Olives opposite the temple, Peter

ଏହା ସ୍ପଷ୍ଟରୁପେ ପ୍ରକାଶ କରାଯାଇ ପାରିବ ଯେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଜୀତ ପର୍ବତକୁ ଗଲେ I ଅନ୍ୟଏକ ଅନୁବାଦରେ: “ଜୀତ ପର୍ବତକୁ ଆସିବା ପରେ, ଯାହାକି ମନ୍ଦିର ସମ୍ମୁଖରେ ଅବସ୍ଥିତ ଥିଲା, ଯୀଶୁ ବସିଲେ I ପରେ ପିତର “ (ଦେଖ: rc://*/ta/man/translate/figs-explicit)

privately

ଯେତେବେଳେ ସେମାନେ ଏକାକି ଥିଲେ