or_tn/mrk/12/intro.md

1.3 KiB

ମାର୍କ ୧୨ ସାଧାରଣ ସୁଚନା

ଗଠନ ପ୍ରଣାଳୀ ଓ ଆକୃତି

I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୨:୧୦-୧୧,୩୬, ପଦରେ କବିତା କ୍ଷେତ୍ରରେ ଏପରି କରିଛି, ଯେଉଁ ବାକ୍ୟଗୁଡିକ ପୁରାତନ ନିୟମରୁ ଆସିଅଛି

ଏହି ଅଧ୍ୟାୟରେ ବିଶେଷ ଅଳଙ୍କାର

ପ୍ରାକ କଳ୍ପିତ ପରିସ୍ଥିତି

ପରିକଳ୍ପିତ ପରିସ୍ଥିତି ଯାହା ପ୍ରକୃତରେ ଘଟି ନାହିଁ I ଲୋକମାନେ ସେହି ପରିସ୍ଥିତିଗୁଡିକୁ ବର୍ଣ୍ଣନା କରନ୍ତି ଯେପରି ସେମାନଙ୍କର ଶ୍ରୋତାମାନେ ଯେଉଁ ବିଷୟ ଠିକ ଓ ଭୁଲ କିମ୍ବା ସଠିକ କିମ୍ବା ଅବୈଧ ଭାବନ୍ତି I (ଦେଖ: rc://*/ta/man/translate/figs-hypo)