# ମାର୍କ ୧୨ ସାଧାରଣ ସୁଚନା ## ଗଠନ ପ୍ରଣାଳୀ ଓ ଆକୃତି I କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୧୨:୧୦-୧୧,୩୬, ପଦରେ କବିତା କ୍ଷେତ୍ରରେ ଏପରି କରିଛି, ଯେଉଁ ବାକ୍ୟଗୁଡିକ ପୁରାତନ ନିୟମରୁ ଆସିଅଛି ## ଏହି ଅଧ୍ୟାୟରେ ବିଶେଷ ଅଳଙ୍କାର ### ପ୍ରାକ କଳ୍ପିତ ପରିସ୍ଥିତି ପରିକଳ୍ପିତ ପରିସ୍ଥିତି ଯାହା ପ୍ରକୃତରେ ଘଟି ନାହିଁ I ଲୋକମାନେ ସେହି ପରିସ୍ଥିତିଗୁଡିକୁ ବର୍ଣ୍ଣନା କରନ୍ତି ଯେପରି ସେମାନଙ୍କର ଶ୍ରୋତାମାନେ ଯେଉଁ ବିଷୟ ଠିକ ଓ ଭୁଲ କିମ୍ବା ସଠିକ କିମ୍ବା ଅବୈଧ ଭାବନ୍ତି I (ଦେଖ: [[rc://*/ta/man/translate/figs-hypo]])