or_tn/mrk/12/43.md

16 lines
1.2 KiB
Markdown

# General Information:
୪୩ ପଦରେ ଯୀଶୁ କହନ୍ତି ଯେ ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଦରିଦ୍ର ବିଧବା ଅଧିକ ପକୀଇଛି, ଓ ୪୪ ପଦରେ ସେ ଏପରି କହିବାର କାରଣ କ’ଣ ଥିଲା ତାହା ପ୍ରକାଶ କରନ୍ତି I ଏହି ତଥ୍ୟଗୁଡିକ ପୁନଃ ସଜାଡି ଲେଖାଯାଇ ପାରିବ ଯେପରି ଯୀଶୁ ତାହାର ପ୍ରଥମ କାରଣ ଓ ପରେ ବିଧବା ଅଧିକ ପକାଇଲେ, ଯେପରି USTରେ ଅଛି I (ଦେଖ: [[rc://*/ta/man/translate/translate-versebridge]])
# He called
ଯୀଶୁ କହିଲେ
# Truly I say to you
ଏହା ସୁଚିତ କରେ ଯେ ନିମ୍ନଲିଖିତ ଉକ୍ତି ସତ୍ୟ ଓ ଗୁରୁତ୍ବପୁର୍ଣ୍ଣ ଅଟେ I ଦେଖ ତୁମେ ଏହାକୁ [ମାର୍କ ୩:୨୮] (../03/28.md)ରେ କିପରି ଅନୁବାଦ କରିଅଚ୍ଛ I
# all of them who contributed to
ଆଉ ସମସ୍ତ ଲୋକ ଯେଉଁମାନେ ମୁଦ୍ରା ପକାଇଲେ