or_tn/mrk/12/43.md

1.2 KiB

General Information:

୪୩ ପଦରେ ଯୀଶୁ କହନ୍ତି ଯେ ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଦରିଦ୍ର ବିଧବା ଅଧିକ ପକୀଇଛି, ଓ ୪୪ ପଦରେ ସେ ଏପରି କହିବାର କାରଣ କ’ଣ ଥିଲା ତାହା ପ୍ରକାଶ କରନ୍ତି I ଏହି ତଥ୍ୟଗୁଡିକ ପୁନଃ ସଜାଡି ଲେଖାଯାଇ ପାରିବ ଯେପରି ଯୀଶୁ ତାହାର ପ୍ରଥମ କାରଣ ଓ ପରେ ବିଧବା ଅଧିକ ପକାଇଲେ, ଯେପରି USTରେ ଅଛି I (ଦେଖ: rc://*/ta/man/translate/translate-versebridge)

He called

ଯୀଶୁ କହିଲେ

Truly I say to you

ଏହା ସୁଚିତ କରେ ଯେ ନିମ୍ନଲିଖିତ ଉକ୍ତି ସତ୍ୟ ଓ ଗୁରୁତ୍ବପୁର୍ଣ୍ଣ ଅଟେ I ଦେଖ ତୁମେ ଏହାକୁ [ମାର୍କ ୩:୨୮] (../03/28.md)ରେ କିପରି ଅନୁବାଦ କରିଅଚ୍ଛ I

all of them who contributed to

ଆଉ ସମସ୍ତ ଲୋକ ଯେଉଁମାନେ ମୁଦ୍ରା ପକାଇଲେ