or_tn/mrk/12/31.md

757 B

love your neighbor as yourself

ଯୀଶୁ ତୁଳନା କରିବା ନିମନ୍ତେ ଏହି ସମାନ ବାକ୍ୟ ବ୍ୟବହାର କରନ୍ତି ଯେ କିପରି ଲୋକମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଆପଣାକୁ ପ୍ରେମ କରନ୍ତି I ଅନ୍ୟଏକ ଅନୁବାଦରେ: “ଆପଣା ଆପଣା ପ୍ରତିବାସୀକୁ ଆତ୍ମ ତୁଲ୍ୟ ପ୍ରେମ କର” (ଦେଖ: rc://*/ta/man/translate/figs-simile)

than these

ଏଠାରେ “ସେଗୁଡିକ” ଶବ୍ଦ ଯୀଶୁ ଯେଉଁ ଦୁଇଟି ଆଜ୍ଞା କହିଲେ ତାହାକୁ ବୁଝାଏ I