# love your neighbor as yourself ଯୀଶୁ ତୁଳନା କରିବା ନିମନ୍ତେ ଏହି ସମାନ ବାକ୍ୟ ବ୍ୟବହାର କରନ୍ତି ଯେ କିପରି ଲୋକମାନେ ପରସ୍ପରକୁ ପ୍ରେମ କରନ୍ତି ଯେପରି ଆପଣାକୁ ପ୍ରେମ କରନ୍ତି I ଅନ୍ୟଏକ ଅନୁବାଦରେ: “ଆପଣା ଆପଣା ପ୍ରତିବାସୀକୁ ଆତ୍ମ ତୁଲ୍ୟ ପ୍ରେମ କର” (ଦେଖ: [[rc://*/ta/man/translate/figs-simile]]) # than these ଏଠାରେ “ସେଗୁଡିକ” ଶବ୍ଦ ଯୀଶୁ ଯେଉଁ ଦୁଇଟି ଆଜ୍ଞା କହିଲେ ତାହାକୁ ବୁଝାଏ I