or_tn/mrk/12/26.md

2.0 KiB

that are raised

ଏହାକୁ କ୍ରିୟା ପଦ ସହିତ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିଏ ଉଠିବ” କିମ୍ବା “କିଏ ପୁନର୍ବାର ଜୀବିତ ହେବେ” rc://*/ta/man/translate/figs-activepassive)

the book of Moses

ଯେଉଁ ପୁସ୍ତକ ମୋଶା ଲେଖିଥିଲେ

the account about the bush

ଏହା ମୋଶାଙ୍କ ଦ୍ବାରା ଲିଖିତ ପୁସ୍ତକରୁ କିଛି ଅଂଶକୁ ବୁଝାଏ ଯାହା ଯେତେବେଳେ ଈଶ୍ବର ମୋଶାଙ୍କୁ ଜ୍ବଳନ୍ତ ବୁଦାରୁ ପ୍ରକାଶ କଲେ ଯାହା ବାସ୍ତବରେ ଜ୍ବଳୁ ନଥିଲା ତାହା ବିଷୟରେ ପ୍ରକାଶ କରେ I ଅନ୍ୟଏକ ଅନୁବାଦରେ: “ଜଳୁଥିବା ବୁଦା ସମ୍ବନ୍ଧରେ ବାକ୍ୟାଂଶ“ କିମ୍ବା “ଅଗ୍ନିମୟ ବୁଦା ସମ୍ବନ୍ଧରେ ବାକ୍ୟସମୁହ” (ଦେଖ: rc://*/ta/man/translate/figs-explicit)

the bush

ଏହା ବୁଦାକୁ ବୁଝାଏ, ଗୋଟିଏ ଘଞ୍ଚ ବୁଦା ଯାହା ଗଚ୍ଛଠାରୁ ଛୋଟ ଛୋଟ ଅଟେ I

how God spoke to him

ଯେତେବେଳେ ଈଶ୍ବର ମୋଶାଙ୍କୁ କହିଲେ ସେହି ସମ୍ବନ୍ଧରେ

I am the God of Abraham ... Isaac ... Jacob

ଏହାର ଅର୍ଥ ଯେ ଅବ୍ରାହମ, ଇସାହକ, ଓ ଯାକୁଵ ଈଶ୍ବରଙ୍କୁ ଉପାସନା କରୁଥିଲେ I ସେହି ବ୍ୟକ୍ତିମାନେ ଶାରୀରିକ ଭାବେ ମୃତ୍ୟୁବରଣ କରି ସାରିଛନ୍ତି, କିନ୍ତୁ ସେମାନେ ଆତ୍ମିକ ଜୀବନରେ ଜୀବିତ ଅଛନ୍ତି ଓ ଏପର୍ଯ୍ୟନ୍ତ ଈଶ୍ବରଙ୍କୁ ଉପାସନା କରୁଛନ୍ତି I