or_tn/mrk/12/26.md

24 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# that are raised
ଏହାକୁ କ୍ରିୟା ପଦ ସହିତ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିଏ ଉଠିବ” କିମ୍ବା “କିଏ ପୁନର୍ବାର ଜୀବିତ ହେବେ” [[rc://*/ta/man/translate/figs-activepassive]])
# the book of Moses
ଯେଉଁ ପୁସ୍ତକ ମୋଶା ଲେଖିଥିଲେ
# the account about the bush
ଏହା ମୋଶାଙ୍କ ଦ୍ବାରା ଲିଖିତ ପୁସ୍ତକରୁ କିଛି ଅଂଶକୁ ବୁଝାଏ ଯାହା ଯେତେବେଳେ ଈଶ୍ବର ମୋଶାଙ୍କୁ ଜ୍ବଳନ୍ତ ବୁଦାରୁ ପ୍ରକାଶ କଲେ ଯାହା ବାସ୍ତବରେ ଜ୍ବଳୁ ନଥିଲା ତାହା ବିଷୟରେ ପ୍ରକାଶ କରେ I ଅନ୍ୟଏକ ଅନୁବାଦରେ: “ଜଳୁଥିବା ବୁଦା ସମ୍ବନ୍ଧରେ ବାକ୍ୟାଂଶ“ କିମ୍ବା “ଅଗ୍ନିମୟ ବୁଦା ସମ୍ବନ୍ଧରେ ବାକ୍ୟସମୁହ” (ଦେଖ: [[rc://*/ta/man/translate/figs-explicit]])
# the bush
ଏହା ବୁଦାକୁ ବୁଝାଏ, ଗୋଟିଏ ଘଞ୍ଚ ବୁଦା ଯାହା ଗଚ୍ଛଠାରୁ ଛୋଟ ଛୋଟ ଅଟେ I
# how God spoke to him
ଯେତେବେଳେ ଈଶ୍ବର ମୋଶାଙ୍କୁ କହିଲେ ସେହି ସମ୍ବନ୍ଧରେ
# I am the God of Abraham ... Isaac ... Jacob
ଏହାର ଅର୍ଥ ଯେ ଅବ୍ରାହମ, ଇସାହକ, ଓ ଯାକୁଵ ଈଶ୍ବରଙ୍କୁ ଉପାସନା କରୁଥିଲେ I ସେହି ବ୍ୟକ୍ତିମାନେ ଶାରୀରିକ ଭାବେ ମୃତ୍ୟୁବରଣ କରି ସାରିଛନ୍ତି, କିନ୍ତୁ ସେମାନେ ଆତ୍ମିକ ଜୀବନରେ ଜୀବିତ ଅଛନ୍ତି ଓ ଏପର୍ଯ୍ୟନ୍ତ ଈଶ୍ବରଙ୍କୁ ଉପାସନା କରୁଛନ୍ତି I