12 lines
917 B
Markdown
12 lines
917 B
Markdown
# Is this not the reason you are mistaken ... power of God?
|
|
|
|
ଯୀଶୁ ସାଦ୍ଦୁକୀମାନଙ୍କୁ ଧମକ ଦେଲେ କାରଣ ସେମାନେ ଈଶ୍ବରଙ୍କ ବ୍ୟବସ୍ଥାକୁ ବୁଝି ନଥିଲେ I ଏହା ହୁଏତ ଏକ ଉକ୍ତିଭାବେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ କି ଭ୍ରାନ୍ତ ହୋଇଅଛ କାରଣ ... ଈଶ୍ବରଙ୍କ ଶକ୍ତି” I (ଦେଖ: [[rc://*/ta/man/translate/figs-rquestion]])
|
|
|
|
# you do not know the scriptures
|
|
|
|
ଏହାର ଅର୍ଥ ଯେ ପୁରାତନ ନିୟମ ଶାସ୍ତ୍ରରେ କ’ଣ ଲେଖା ଯାଇଛି ତାହା ସେମାନେ ବୁଝି ନଥିଲେ I
|
|
|
|
# the power of God
|
|
|
|
ଈଶ୍ବରଙ୍କ କେତେ ଶକ୍ତିମାନ
|