or_tn/mrk/12/24.md

917 B

Is this not the reason you are mistaken ... power of God?

ଯୀଶୁ ସାଦ୍ଦୁକୀମାନଙ୍କୁ ଧମକ ଦେଲେ କାରଣ ସେମାନେ ଈଶ୍ବରଙ୍କ ବ୍ୟବସ୍ଥାକୁ ବୁଝି ନଥିଲେ I ଏହା ହୁଏତ ଏକ ଉକ୍ତିଭାବେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ କି ଭ୍ରାନ୍ତ ହୋଇଅଛ କାରଣ ... ଈଶ୍ବରଙ୍କ ଶକ୍ତି” I (ଦେଖ: rc://*/ta/man/translate/figs-rquestion)

you do not know the scriptures

ଏହାର ଅର୍ଥ ଯେ ପୁରାତନ ନିୟମ ଶାସ୍ତ୍ରରେ କ’ଣ ଲେଖା ଯାଇଛି ତାହା ସେମାନେ ବୁଝି ନଥିଲେ I

the power of God

ଈଶ୍ବରଙ୍କ କେତେ ଶକ୍ତିମାନ