or_tn/mrk/12/21.md

1.1 KiB

the second ... the third

ଏହି ସଂଖ୍ୟାଗୁଡିକ ପ୍ରତ୍ୟକ ଭାଇକୁ ବୁଝାଏ ଓ ସେହିପରି ସୁଚାଇ ଦିଆଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଦ୍ବିତୀୟ ଭାଇ ... ତୃତୀୟ ଭାଇ” (ଦେଖ: rc://*/ta/man/translate/figs-ellipsis)

the second took her

ଦ୍ବିତୀୟ ଜଣକ ତାହାକୁ ବିବାହ କଲା I ଏଠାରେ ଗୋଟିଏ ସ୍ତ୍ରୀକୁ ବିବାହ କରିବା ତାହାକୁ “ନେଲା” ପରି କୁହାଯାଇଛି I

the third likewise

ଏହା “ସେହପରି” ଶବ୍ଦର ଅର୍ଥ କ’ଣ ତାହା ବୁଝାଇବା ନିମନ୍ତେ ସାହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ତୃତୀୟ ଭାଇ ତାହାକୁ ବିବାହ କଲେ ଯେପରି ଅନ୍ୟ ଭାଇମାନେ କଲେ, ଓ ନିଃସନ୍ତାନ ହୋଇ ମଲେ” (ଦେଖ: rc://*/ta/man/translate/figs-explicit)