or_tn/mrk/12/21.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# the second ... the third
ଏହି ସଂଖ୍ୟାଗୁଡିକ ପ୍ରତ୍ୟକ ଭାଇକୁ ବୁଝାଏ ଓ ସେହିପରି ସୁଚାଇ ଦିଆଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଦ୍ବିତୀୟ ଭାଇ ... ତୃତୀୟ ଭାଇ” (ଦେଖ: [[rc://*/ta/man/translate/figs-ellipsis]])
# the second took her
ଦ୍ବିତୀୟ ଜଣକ ତାହାକୁ ବିବାହ କଲା I ଏଠାରେ ଗୋଟିଏ ସ୍ତ୍ରୀକୁ ବିବାହ କରିବା ତାହାକୁ “ନେଲା” ପରି କୁହାଯାଇଛି I
# the third likewise
ଏହା “ସେହପରି” ଶବ୍ଦର ଅର୍ଥ କ’ଣ ତାହା ବୁଝାଇବା ନିମନ୍ତେ ସାହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ତୃତୀୟ ଭାଇ ତାହାକୁ ବିବାହ କଲେ ଯେପରି ଅନ୍ୟ ଭାଇମାନେ କଲେ, ଓ ନିଃସନ୍ତାନ ହୋଇ ମଲେ” (ଦେଖ: [[rc://*/ta/man/translate/figs-explicit]])