or_tn/mrk/12/20.md

938 B

There were seven brothers

ସାଦ୍ଦୁକୀମାନେ ପରିସ୍ଥିତି ସମ୍ବନ୍ଧରେ କହିଲେ ଯେପରି ତାହା ପ୍ରକୃତରେ ଘଟି ନାହିଁ କାରଣ ସେମାନେ ଚାହୁଁଥିଲେ ଯୀଶୁ ସେମାନଙ୍କୁ କହନ୍ତି ସେ ଠିକ କିମ୍ବା ଭୁଲ୍ ଚିନ୍ତା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ମନେ କରନ୍ତୁ ଯେ ସେମାନେ ସାତ ଭାଇ ଥିଲେ” (ଦେଖ: rc://*/ta/man/translate/figs-hypo)

the first

ପ୍ରଥମ ଭାଇ

the first took a wife

ପ୍ରଥମ ଜଣେ ସ୍ତ୍ରୀକୁ ବିବାହ କଲେ I ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଯେପରି ତାହାକୁ “ନେଲା” କୁହାଯାଇଛି I