or_tn/mrk/12/20.md

12 lines
938 B
Markdown
Raw Permalink Normal View History

2020-11-19 00:15:53 +00:00
# There were seven brothers
ସାଦ୍ଦୁକୀମାନେ ପରିସ୍ଥିତି ସମ୍ବନ୍ଧରେ କହିଲେ ଯେପରି ତାହା ପ୍ରକୃତରେ ଘଟି ନାହିଁ କାରଣ ସେମାନେ ଚାହୁଁଥିଲେ ଯୀଶୁ ସେମାନଙ୍କୁ କହନ୍ତି ସେ ଠିକ କିମ୍ବା ଭୁଲ୍ ଚିନ୍ତା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ମନେ କରନ୍ତୁ ଯେ ସେମାନେ ସାତ ଭାଇ ଥିଲେ” (ଦେଖ: [[rc://*/ta/man/translate/figs-hypo]])
# the first
ପ୍ରଥମ ଭାଇ
# the first took a wife
ପ୍ରଥମ ଜଣେ ସ୍ତ୍ରୀକୁ ବିବାହ କଲେ I ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଯେପରି ତାହାକୁ “ନେଲା” କୁହାଯାଇଛି I