or_tn/mrk/11/32.md

16 lines
2.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# But if we say, 'From men,'
ଏହା ଯୋହନଙ୍କ ବାପ୍ତିସ୍ମର ଉତ୍ସ ସମ୍ବନ୍ଧରେ ପ୍ରକାଶ କରେ I ଅନ୍ୟଏକ ଅନୁବାଦରେ: “କିନ୍ତୁ ଯଦି ଆମ୍ଭେ କହୁ, ‘ଏହା ମନୁଷ୍ୟଠାରୁ‘” (ଦେଖ: [[rc://*/ta/man/translate/figs-ellipsis]])
# From men
ମନୁଷ୍ୟଠାରୁ
# But if we say, 'From men,' ... .
ଧାର୍ମିକ ନେତାମାନେ ଭାବିଲେ ଯେ ଯଦି ସେମାନେ ଏହାର ଉତ୍ତର ଦେବେ ତେବେ ଲୋକମାନଙ୍କଠାରୁ ଦୁଖଭୋଗ (ଭୟ) ହେବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ଆମ୍ଭେ ଯଦି କହୁ, ‘ମନୁଷ୍ୟଠାରୁ, ତାହା ଉତ୍ତମ ହେବ ନାହିଁ I” କିମ୍ବା “କିନ୍ତୁ ଆମ୍ଭେମାନେ ଉତ୍ତର ଦେବା ପାଇଁ ଇଚ୍ଛା ନକରୁ ଯେ ଏହା ମନୁଷ୍ୟଠାରୁ ଥିଲା I” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-ellipsis]])
# They were afraid of the people
ଲେଖକ, ମାର୍କ, ବର୍ଣ୍ଣନା କଲେ ଯେ କାହିଁକି ଧାର୍ମିକ ନେତାମାନେ ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ହୋଇଥିଲା ଉତ୍ତର ଦେବାକୁ ଇଛା କଲେ ନାହିଁ I ଏହା ସ୍ପଷ୍ଟଭାବରେ କୁହାଯାଇ ପାରିବ I “’ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ କାରଣ ସେମାନେ ଲୋକସମୁହକୁ ଭୟ କରୁଥିଲେ” କିମ୍ବା “ସେମାନେ କହିବାକୁ ଇଛା କରୁ ନଥିଲେ ଯେ ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ହୋଇଅଛି କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ” (ଦେଖ: [[rc://*/ta/man/translate/figs-explicit]])