# But if we say, 'From men,' ଏହା ଯୋହନଙ୍କ ବାପ୍ତିସ୍ମର ଉତ୍ସ ସମ୍ବନ୍ଧରେ ପ୍ରକାଶ କରେ I ଅନ୍ୟଏକ ଅନୁବାଦରେ: “କିନ୍ତୁ ଯଦି ଆମ୍ଭେ କହୁ, ‘ଏହା ମନୁଷ୍ୟଠାରୁ‘” (ଦେଖ: [[rc://*/ta/man/translate/figs-ellipsis]]) # From men ମନୁଷ୍ୟଠାରୁ # But if we say, 'From men,' ... . ଧାର୍ମିକ ନେତାମାନେ ଭାବିଲେ ଯେ ଯଦି ସେମାନେ ଏହାର ଉତ୍ତର ଦେବେ ତେବେ ଲୋକମାନଙ୍କଠାରୁ ଦୁଖଭୋଗ (ଭୟ) ହେବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ଆମ୍ଭେ ଯଦି କହୁ, ‘ମନୁଷ୍ୟଠାରୁ,’ ତାହା ଉତ୍ତମ ହେବ ନାହିଁ I” କିମ୍ବା “କିନ୍ତୁ ଆମ୍ଭେମାନେ ଉତ୍ତର ଦେବା ପାଇଁ ଇଚ୍ଛା ନକରୁ ଯେ ଏହା ମନୁଷ୍ୟଠାରୁ ଥିଲା I” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-ellipsis]]) # They were afraid of the people ଲେଖକ, ମାର୍କ, ବର୍ଣ୍ଣନା କଲେ ଯେ କାହିଁକି ଧାର୍ମିକ ନେତାମାନେ ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ହୋଇଥିଲା ଉତ୍ତର ଦେବାକୁ ଇଛା କଲେ ନାହିଁ I ଏହା ସ୍ପଷ୍ଟଭାବରେ କୁହାଯାଇ ପାରିବ I “’ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ କାରଣ ସେମାନେ ଲୋକସମୁହକୁ ଭୟ କରୁଥିଲେ” କିମ୍ବା “ସେମାନେ କହିବାକୁ ଇଛା କରୁ ନଥିଲେ ଯେ ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ହୋଇଅଛି କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ” (ଦେଖ: [[rc://*/ta/man/translate/figs-explicit]])