or_tn/mrk/11/30.md

522 B

The baptism of John

ଯୋହନ ଯେଉଁ ବାପ୍ତିସ୍ମ ଦେଲେ

was it from heaven or from men

ଏହା ସ୍ବର୍ଗରୁ ନା ମନୁଷ୍ୟ ଠାରୁ ହେଲା

from heaven

ଏଠାରେ “ସ୍ବର୍ଗ” ଈଶ୍ବରଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ଠାରୁ” (ଦେଖ: rc://*/ta/man/translate/figs-metonymy)

from men

ମନୁଷ୍ୟ ମାନଙ୍କଠାରୁ