or_tn/mrk/11/28.md

12 lines
1.9 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# They said to him
“ସେମାନେ” ଶବ୍ଦ ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନ ମାନଙ୍କୁ ବୁଝାଏ I
# By what authority do you do these things, and who gave you the authority to do them?
ସାମ୍ଭାବିତ ଅର୍ଥଗୁଡିକ ୧) ଉଭୟ ପ୍ରଶ୍ନର ଉତ୍ତର ସମାନ ଅର୍ଥ ଓ ଯୀଶୁଙ୍କ ଅଧିକାରକୁ ଦୃଢ ଭାବରେ ସେମାନେ ଏକତ୍ର ହୋଇ ପଚାରୁଛନ୍ତି ଓ ସେଥିନିମନ୍ତେ ଏହାକୁ ସଂଯୁକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ ?” ) ସେଗୁଡିକ ଦୁଇଟି ଭିନ୍ନ ପ୍ରଶ୍ନ ଅଟେ, ପ୍ରଥମ ପ୍ରଶ୍ନଟି ଅଧିକାର ପ୍ରକାର କ’ଣ ଓ ଦ୍ବିତୀୟଟି ସେହି ଅଧିକାର ତାହାଙ୍କୁ କି’ଏ ଦେଇଛି I (ଦେଖ: [[rc://*/ta/man/translate/figs-parallelism]])
# you do these things
“ଏସମସ୍ତ କରୁଅଛ” ଶବ୍ଦଗୁଡିକ ଯୀଶୁ କ୍ରୟ ବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିବା ଓ ମୁଦ୍ରା ବ୍ୟବସାୟୀମାନଙ୍କ ମେଜ ଓଲଟାଇ ପକାଇବା ଓ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଶିକ୍ଷା ବିରୁଦ୍ଧରେ କହିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏଠାରେ ଗତକାଲି ଯେଉଁ ସବୁ କାର୍ଯ୍ୟ ଗୁଡିକ କଲ” (ଦେଖ: [[rc://*/ta/man/translate/figs-explicit]])