or_tn/mrk/11/28.md

1.9 KiB
Raw Permalink Blame History

They said to him

“ସେମାନେ” ଶବ୍ଦ ପ୍ରଧାନ ଯାଜକ, ଶାସ୍ତ୍ରୀ, ଓ ପ୍ରାଚୀନ ମାନଙ୍କୁ ବୁଝାଏ I

By what authority do you do these things, and who gave you the authority to do them?

ସାମ୍ଭାବିତ ଅର୍ଥଗୁଡିକ ୧) ଉଭୟ ପ୍ରଶ୍ନର ଉତ୍ତର ସମାନ ଅର୍ଥ ଓ ଯୀଶୁଙ୍କ ଅଧିକାରକୁ ଦୃଢ ଭାବରେ ସେମାନେ ଏକତ୍ର ହୋଇ ପଚାରୁଛନ୍ତି ଓ ସେଥିନିମନ୍ତେ ଏହାକୁ ସଂଯୁକ୍ତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ ?” ) ସେଗୁଡିକ ଦୁଇଟି ଭିନ୍ନ ପ୍ରଶ୍ନ ଅଟେ, ପ୍ରଥମ ପ୍ରଶ୍ନଟି ଅଧିକାର ପ୍ରକାର କ’ଣ ଓ ଦ୍ବିତୀୟଟି ସେହି ଅଧିକାର ତାହାଙ୍କୁ କି’ଏ ଦେଇଛି I (ଦେଖ: rc://*/ta/man/translate/figs-parallelism)

you do these things

“ଏସମସ୍ତ କରୁଅଛ” ଶବ୍ଦଗୁଡିକ ଯୀଶୁ କ୍ରୟ ବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିବା ଓ ମୁଦ୍ରା ବ୍ୟବସାୟୀମାନଙ୍କ ମେଜ ଓଲଟାଇ ପକାଇବା ଓ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଶିକ୍ଷା ବିରୁଦ୍ଧରେ କହିବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଏଠାରେ ଗତକାଲି ଯେଉଁ ସବୁ କାର୍ଯ୍ୟ ଗୁଡିକ କଲ” (ଦେଖ: rc://*/ta/man/translate/figs-explicit)