or_tn/mrk/11/23.md

16 lines
909 B
Markdown

# Truly I say to you
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାକୁ ଗୁରୁତ୍ବ ଦିଏ I
# whoever says
ଯଦି କେହି କହେ
# if he does not doubt in his heart but believes
ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ କିମ୍ବା ଆନ୍ତରିକ ପୁରୁଷ ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ଯଦି ସେ ହୃଦୟରେ ବିଶ୍ବାସ କରେ” କିମ୍ବା “ଯଦି ସେ ସନ୍ଦେହ ନକରି ବିଶ୍ବାସ କରେ” (ଦେଖ: [[rc://*/ta/man/translate/figs-metonymy]])
# God will do
ଈଶ୍ବର ତାହା ଘଟାଇବେ