or_tn/mrk/11/23.md

909 B

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାକୁ ଗୁରୁତ୍ବ ଦିଏ I

whoever says

ଯଦି କେହି କହେ

if he does not doubt in his heart but believes

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ କିମ୍ବା ଆନ୍ତରିକ ପୁରୁଷ ନିମନ୍ତେ ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ଯଦି ସେ ହୃଦୟରେ ବିଶ୍ବାସ କରେ” କିମ୍ବା “ଯଦି ସେ ସନ୍ଦେହ ନକରି ବିଶ୍ବାସ କରେ” (ଦେଖ: rc://*/ta/man/translate/figs-metonymy)

God will do

ଈଶ୍ବର ତାହା ଘଟାଇବେ