or_tn/mrk/11/20.md

16 lines
855 B
Markdown

# Connecting Statement:
ଯୀଶୁ ଡିମ୍ବିରୀ ବୃକ୍ଷର ଉଦାହରଣ ଦେଇ ଇଶ୍ବରଙ୍କଠାରେ ବିଶ୍ବାସ ସ୍ଥାପନ କରିବା ନିମନ୍ତେ ଶିଷ୍ୟମାନଙ୍କୁ ମନେ ପକାଇ ଦେଲେ I
# walked by
ସେହି ବାଟ ଦେଇ ଯାଉଥିବା ସମୟରେ
# the fig tree withered away to its roots
ଏହି ଉକ୍ତିକୁ ଅନୁବାଦ କରି ସ୍ପଷ୍ଟ କର ଯେ ଗଚ୍ଛଟି ମରିଯାଇ ଥିଲା I ଅନ୍ୟଏକ ଅନୁବାଦରେ: “ଡିମ୍ବିରୀ ବୃକ୍ଷଟି ମୁଳରୁ ଶୁଖି ଯାଇଥିବା ଦେଖିଲେ “ (ଦେଖ: [[rc://*/ta/man/translate/figs-explicit]])
# withered away
ଶୁଖି ଯାଇଥିଲା