# Connecting Statement: ଯୀଶୁ ଡିମ୍ବିରୀ ବୃକ୍ଷର ଉଦାହରଣ ଦେଇ ଇଶ୍ବରଙ୍କଠାରେ ବିଶ୍ବାସ ସ୍ଥାପନ କରିବା ନିମନ୍ତେ ଶିଷ୍ୟମାନଙ୍କୁ ମନେ ପକାଇ ଦେଲେ I # walked by ସେହି ବାଟ ଦେଇ ଯାଉଥିବା ସମୟରେ # the fig tree withered away to its roots ଏହି ଉକ୍ତିକୁ ଅନୁବାଦ କରି ସ୍ପଷ୍ଟ କର ଯେ ଗଚ୍ଛଟି ମରିଯାଇ ଥିଲା I ଅନ୍ୟଏକ ଅନୁବାଦରେ: “ଡିମ୍ବିରୀ ବୃକ୍ଷଟି ମୁଳରୁ ଶୁଖି ଯାଇଥିବା ଦେଖିଲେ “ (ଦେଖ: [[rc://*/ta/man/translate/figs-explicit]]) # withered away ଶୁଖି ଯାଇଥିଲା