or_tn/mrk/11/17.md

1.8 KiB

General Information:

ଏହି ବାକ୍ୟରେ ଈଶ୍ବର କହିଥିଲେ, ଯିଶାଇୟ ଭାବବାଦୀଙ୍କ ଦ୍ବାରା, ଯେ ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନା ଗୃହ ବୋଲି ଖ୍ୟାତ ହେବ I

Is it not written, 'My house will be called ... the nations'?

ଯିହୁଦୀ ନେତାମାନଙ୍କ ଦ୍ବାରା ମନ୍ଦିରରେ ଅପବ୍ୟବହାର ପାଇଁ ଯୀଶୁ ସେମାନଙ୍କୁ ଧମକ ଦେଲେ I ଏହା ଏକ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ଶାସ୍ତ୍ରରେ ଲେଖା ଅଛି ଈଶ୍ବର କହିଲେ ଯେ, ‘ମୁଁ ଚାହେଁ ମୋର ଗୃହ ପ୍ରାର୍ଥନା ଗୃହ ନାମରେ ଖ୍ୟାତ ହେବ ଯେଉଁଠାରେ ସମସ୍ତ ଜାତିର (ଦେଶ) ଲୋକମାନେ ପ୍ରାର୍ଥନା କରିବେ I” (ଦେଖ: rc://*/ta/man/translate/figs-rquestion)

But you have made it a den of robbers

ଯୀଶୁ ଲୋକମାନଙ୍କୁ ଚୋରମାନଙ୍କ ସହିତ ଓ ମନ୍ଦିରକୁ ଦସ୍ୟୁମାନଙ୍କ ଗହ୍ବର ସହିତ ତୁଳନା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “କିନ୍ତୁ ତୁମ୍ଭେମାନେ ଦସ୍ୟୁ ପରି ଯେ ମୋର ଗୃହକୁ ଦସ୍ୟୁମାନଙ୍କ ଗହ୍ବର କରିଅଛି“ (ଦେଖ: rc://*/ta/man/translate/figs-metaphor)

a den of robbers

ଏକ ଗୁମ୍ଫା ଯେଉଁଠାରେ ଦସ୍ୟୁମାନେ ଲୁଚନ୍ତି