# General Information: ଏହି ବାକ୍ୟରେ ଈଶ୍ବର କହିଥିଲେ, ଯିଶାଇୟ ଭାବବାଦୀଙ୍କ ଦ୍ବାରା, ଯେ ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନା ଗୃହ ବୋଲି ଖ୍ୟାତ ହେବ I # Is it not written, 'My house will be called ... the nations'? ଯିହୁଦୀ ନେତାମାନଙ୍କ ଦ୍ବାରା ମନ୍ଦିରରେ ଅପବ୍ୟବହାର ପାଇଁ ଯୀଶୁ ସେମାନଙ୍କୁ ଧମକ ଦେଲେ I ଏହା ଏକ ଉକ୍ତି ଭାବରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ଶାସ୍ତ୍ରରେ ଲେଖା ଅଛି ଈଶ୍ବର କହିଲେ ଯେ, ‘ମୁଁ ଚାହେଁ ମୋର ଗୃହ ପ୍ରାର୍ଥନା ଗୃହ ନାମରେ ଖ୍ୟାତ ହେବ ଯେଉଁଠାରେ ସମସ୍ତ ଜାତିର (ଦେଶ) ଲୋକମାନେ ପ୍ରାର୍ଥନା କରିବେ I” (ଦେଖ: [[rc://*/ta/man/translate/figs-rquestion]]) # But you have made it a den of robbers ଯୀଶୁ ଲୋକମାନଙ୍କୁ ଚୋରମାନଙ୍କ ସହିତ ଓ ମନ୍ଦିରକୁ ଦସ୍ୟୁମାନଙ୍କ ଗହ୍ବର ସହିତ ତୁଳନା କରୁଛନ୍ତି I ଅନ୍ୟଏକ ଅନୁବାଦରେ: “କିନ୍ତୁ ତୁମ୍ଭେମାନେ ଦସ୍ୟୁ ପରି ଯେ ମୋର ଗୃହକୁ ଦସ୍ୟୁମାନଙ୍କ ଗହ୍ବର କରିଅଛି“ (ଦେଖ: [[rc://*/ta/man/translate/figs-metaphor]]) # a den of robbers ଏକ ଗୁମ୍ଫା ଯେଉଁଠାରେ ଦସ୍ୟୁମାନେ ଲୁଚନ୍ତି