or_tn/mrk/11/08.md

1.2 KiB

Many people spread their garments on the road

ଏହା ଜଣେ ମହାନ ବ୍ୟକ୍ତିଙ୍କ ସମ୍ମୁଖରେ ଆପଣା ଆପଣା ଲୁଗା ବିଛାଇବା ଏକ ରିତିନିତି ଥିଲା I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ତାହାଙ୍କୁ ସମ୍ମାନ କରିବା ନିମନ୍ତେ ଅନେକ ଲୋକ ପଥ ମଧ୍ୟରେ ଆପଣା ଆପଣା ଲୁଗା ବିଛାଇଲେ“ (ଦେଖ: rc://*/ta/man/translate/figs-explicit)

others spread branches they had cut from the fields

ଏହା ଗଚ୍ଛ ଡାଳ କାଟି ପଥ ମଧ୍ୟରେ ବିଛାଇବା ସେମାନଙ୍କ ନିମନ୍ତେ ଜଣେ ମହାନ ବ୍ୟକ୍ତିଙ୍କୁ ସମ୍ମାନ ଦେବାର ରିତିନିତି ଥିଲା I ଅନ୍ୟଏକ ଅନୁବାଦରେ: “ଅନ୍ୟମାନେ ପଥ ମଧ୍ୟରେ ଖେତରୁ କାଟି ଆଣି ଡାଳ ବିଛାଇଲେ, ମଧ୍ୟ ତାଙ୍କୁ ସମ୍ମାନ କଲେ” (ଦେଖ: rc://*/ta/man/translate/figs-explicit)