or_tn/mrk/11/08.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Many people spread their garments on the road
ଏହା ଜଣେ ମହାନ ବ୍ୟକ୍ତିଙ୍କ ସମ୍ମୁଖରେ ଆପଣା ଆପଣା ଲୁଗା ବିଛାଇବା ଏକ ରିତିନିତି ଥିଲା I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ପୁଣି ତାହାଙ୍କୁ ସମ୍ମାନ କରିବା ନିମନ୍ତେ ଅନେକ ଲୋକ ପଥ ମଧ୍ୟରେ ଆପଣା ଆପଣା ଲୁଗା ବିଛାଇଲେ“ (ଦେଖ: [[rc://*/ta/man/translate/figs-explicit]])
# others spread branches they had cut from the fields
ଏହା ଗଚ୍ଛ ଡାଳ କାଟି ପଥ ମଧ୍ୟରେ ବିଛାଇବା ସେମାନଙ୍କ ନିମନ୍ତେ ଜଣେ ମହାନ ବ୍ୟକ୍ତିଙ୍କୁ ସମ୍ମାନ ଦେବାର ରିତିନିତି ଥିଲା I ଅନ୍ୟଏକ ଅନୁବାଦରେ: “ଅନ୍ୟମାନେ ପଥ ମଧ୍ୟରେ ଖେତରୁ କାଟି ଆଣି ଡାଳ ବିଛାଇଲେ, ମଧ୍ୟ ତାଙ୍କୁ ସମ୍ମାନ କଲେ” (ଦେଖ: [[rc://*/ta/man/translate/figs-explicit]])