or_tn/mrk/11/06.md

12 lines
864 B
Markdown

# They spoke
ସେମାନେ ଉତ୍ତର ଦେଲେ
# as Jesus told them
ଯେପରି ଯୀଶୁ ସେମାନଙ୍କୁ ଉତ୍ତର ଦେବା ପାଇଁ କହିଥିଲେ I ସେମାନେ ସେହିପରି ଲୋକର ଗଧ ଶାବକକୁ ନେଇଯିବା ନିମନ୍ତେ ପ୍ରଶ୍ନର ଉତ୍ତର ଦେଲେ ତାହାକୁ ବୁଝାଏ I
# let them go their way
ଏହାର ଅର୍ଥ ଯେ ସେମାନେ ସେମାନଙ୍କୁ ଯାହା କରୁଥିଲେ କରିବା ପାଇଁ ଅନୁମତି ଦେଲେ I ଅନ୍ୟଏକ ଅନୁବାଦରେ: “ସେମାନେ ସେମାନଙ୍କ ସହିତ ଗଧଛୁଆକୁ ନେବା ପାଇଁ ଅନୁମତି ଦେଲେ” (ଦେଖ: [[rc://*/ta/man/translate/figs-idiom]])