or_tn/mrk/11/06.md

864 B

They spoke

ସେମାନେ ଉତ୍ତର ଦେଲେ

as Jesus told them

ଯେପରି ଯୀଶୁ ସେମାନଙ୍କୁ ଉତ୍ତର ଦେବା ପାଇଁ କହିଥିଲେ I ସେମାନେ ସେହିପରି ଲୋକର ଗଧ ଶାବକକୁ ନେଇଯିବା ନିମନ୍ତେ ପ୍ରଶ୍ନର ଉତ୍ତର ଦେଲେ ତାହାକୁ ବୁଝାଏ I

let them go their way

ଏହାର ଅର୍ଥ ଯେ ସେମାନେ ସେମାନଙ୍କୁ ଯାହା କରୁଥିଲେ କରିବା ପାଇଁ ଅନୁମତି ଦେଲେ I ଅନ୍ୟଏକ ଅନୁବାଦରେ: “ସେମାନେ ସେମାନଙ୍କ ସହିତ ଗଧଛୁଆକୁ ନେବା ପାଇଁ ଅନୁମତି ଦେଲେ” (ଦେଖ: rc://*/ta/man/translate/figs-idiom)