or_tn/mrk/11/02.md

581 B

opposite us

ଆମ୍ଭମାନଙ୍କ ସମ୍ମୁଖସ୍ଥ

a colt

ଏହା ଜଣେ ବ୍ୟକ୍ତିଙ୍କୁ ବୋହିଵା ନିମନ୍ତେ ଯଥେଷ୍ଟ ବଡ ଗଧ ଶାବକକୁ ବୁଝାଏ I

that has never been ridden

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାଠାରେ କେହି କେବେ ବସି ନାହିଁ” (ଦେଖ: rc://*/ta/man/translate/figs-activepassive)