# opposite us ଆମ୍ଭମାନଙ୍କ ସମ୍ମୁଖସ୍ଥ # a colt ଏହା ଜଣେ ବ୍ୟକ୍ତିଙ୍କୁ ବୋହିଵା ନିମନ୍ତେ ଯଥେଷ୍ଟ ବଡ ଗଧ ଶାବକକୁ ବୁଝାଏ I # that has never been ridden ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାଠାରେ କେହି କେବେ ବସି ନାହିଁ” (ଦେଖ: [[rc://*/ta/man/translate/figs-activepassive]])