or_tn/mrk/11/01.md

8 lines
610 B
Markdown

# Now as they came to Jerusalem ... Bethphage and Bethany, at the Mount of Olives
ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମ ନିକଟବର୍ତ୍ତୀ ହେଲେ, ସେମାନେ ଯିରୁଶାଲମ ନିକଟସ୍ଥ ଜୀତ ପର୍ବତ ପାର୍ଶ୍ବସ୍ଥ ବେଥଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ I
# Bethphage
ଏହା ଗୋଟିଏ ଗ୍ରାମର ନାମ ଅଟେ I (ଦେଖ: [[rc://*/ta/man/translate/translate-names]])