# Now as they came to Jerusalem ... Bethphage and Bethany, at the Mount of Olives ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିରୁଶାଲମ ନିକଟବର୍ତ୍ତୀ ହେଲେ, ସେମାନେ ଯିରୁଶାଲମ ନିକଟସ୍ଥ ଜୀତ ପର୍ବତ ପାର୍ଶ୍ବସ୍ଥ ବେଥଫାଗୀ ଓ ବେଥନିଆ ନିକଟରେ ଉପସ୍ଥିତ ହେଲେ I # Bethphage ଏହା ଗୋଟିଏ ଗ୍ରାମର ନାମ ଅଟେ I (ଦେଖ: [[rc://*/ta/man/translate/translate-names]])