or_tn/mrk/10/52.md

853 B

Your faith has healed you

ଏହି ବାକ୍ୟାଂଶ ସେହି ମନୁଷ୍ୟର ବିଶ୍ବାସକୁ ଗୁରୁତ୍ବ ଦେବା ନିମନ୍ତେ ଏପରି ଭାବରେ ଲେଖା ହୋଇଛି I ଯୀଶୁ ସେହି ବ୍ୟକ୍ତିଙ୍କୁ ସୁସ୍ଥ କଲେ କାରଣ ସେ ବିଶ୍ବାସ କଲା ଯେ ଯୀଶୁ ତାକୁ ସୁସ୍ଥ କରି ପାରିବେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁ ତୁମକୁ ସୁସ୍ଥ କରୁଅଛି କାରଣ ତୁମେ ମୋଠାରେ ବିଶ୍ବାସ କଲ” (ଦେଖ: rc://*/ta/man/translate/figs-explicit)

he followed him

ସେ ଯୀଶୁଙ୍କୁ ଅନୁଗମନ କଲା