8 lines
853 B
Markdown
8 lines
853 B
Markdown
|
# Your faith has healed you
|
||
|
|
||
|
ଏହି ବାକ୍ୟାଂଶ ସେହି ମନୁଷ୍ୟର ବିଶ୍ବାସକୁ ଗୁରୁତ୍ବ ଦେବା ନିମନ୍ତେ ଏପରି ଭାବରେ ଲେଖା ହୋଇଛି I ଯୀଶୁ ସେହି ବ୍ୟକ୍ତିଙ୍କୁ ସୁସ୍ଥ କଲେ କାରଣ ସେ ବିଶ୍ବାସ କଲା ଯେ ଯୀଶୁ ତାକୁ ସୁସ୍ଥ କରି ପାରିବେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୁ ତୁମକୁ ସୁସ୍ଥ କରୁଅଛି କାରଣ ତୁମେ ମୋଠାରେ ବିଶ୍ବାସ କଲ” (ଦେଖ: [[rc://*/ta/man/translate/figs-explicit]])
|
||
|
|
||
|
# he followed him
|
||
|
|
||
|
ସେ ଯୀଶୁଙ୍କୁ ଅନୁଗମନ କଲା
|