or_tn/mrk/10/49.md

16 lines
917 B
Markdown

# commanded him to be called
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କିମ୍ବା ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟ ଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାକୁ ଡାକିବା ନିମନ୍ତେ ଅନ୍ୟମାନଙ୍କୁ ଆଦେଶ ଦେଲେ” କିମ୍ବା “ଏଠାକୁ ଆସିବା ପାଇଁ ତାହାକୁ ଡାକିଲେ’” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-quotations]])
# They called
“ସେମାନେ” ଶବ୍ଦ ଲୋକସମୁହକୁ ବୁଝାଏ I
# Be brave
ସାହସ ଧର କିମ୍ବା “ଭୟ କର ନାହିଁ”
# He is calling for you
ଯୀଶୁ ତୁମକୁ ଡାକୁଛନ୍ତି