# commanded him to be called ଏହାକୁ କର୍ତ୍ତୁବାଚ୍ୟ ଆକାରରେ କିମ୍ବା ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟ ଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାକୁ ଡାକିବା ନିମନ୍ତେ ଅନ୍ୟମାନଙ୍କୁ ଆଦେଶ ଦେଲେ” କିମ୍ବା “ଏଠାକୁ ଆସିବା ପାଇଁ ତାହାକୁ ଡାକିଲେ’” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-quotations]]) # They called “ସେମାନେ” ଶବ୍ଦ ଲୋକସମୁହକୁ ବୁଝାଏ I # Be brave ସାହସ ଧର କିମ୍ବା “ଭୟ କର ନାହିଁ” # He is calling for you ଯୀଶୁ ତୁମକୁ ଡାକୁଛନ୍ତି