or_tn/mrk/10/46.md

729 B

Connecting Statement:

ଯୀଶୁ ଓ ଶିଷ୍ୟମାନେ ଯିରୁଶାଲମକୁ ଯାତ୍ରା କରୁଛନ୍ତି, ଯୀଶୁ ଅନ୍ଧ ବାଟୀମୟଙ୍କୁ ସୁସ୍ଥ କଲେ, ସେ ମଧ୍ୟ ତାହାଙ୍କ ସହିତ ଆସିଲେ I

the son of Timaeus, Bartimaeus, a blind beggar

ବାର୍ଟିମୟ ନାମକ ଜଣେ ଅନ୍ଧ ଭିକ୍ଷା କରୁଥିଲା, ସେ ଟୀମାୟର ପୁତ୍ର ଥିଲେ I ବାର୍ଟିମୟ ଜଣେ ବ୍ୟକ୍ତିର ନାମ ଅଟେ I ଟୀମାୟ ତାହାର ପିତାଙ୍କ ନାମ ଅଟେ I (ଦେଖ: rc://*/ta/man/translate/translate-names)