or_tn/mrk/10/46.md

8 lines
729 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଓ ଶିଷ୍ୟମାନେ ଯିରୁଶାଲମକୁ ଯାତ୍ରା କରୁଛନ୍ତି, ଯୀଶୁ ଅନ୍ଧ ବାଟୀମୟଙ୍କୁ ସୁସ୍ଥ କଲେ, ସେ ମଧ୍ୟ ତାହାଙ୍କ ସହିତ ଆସିଲେ I
# the son of Timaeus, Bartimaeus, a blind beggar
ବାର୍ଟିମୟ ନାମକ ଜଣେ ଅନ୍ଧ ଭିକ୍ଷା କରୁଥିଲା, ସେ ଟୀମାୟର ପୁତ୍ର ଥିଲେ I ବାର୍ଟିମୟ ଜଣେ ବ୍ୟକ୍ତିର ନାମ ଅଟେ I ଟୀମାୟ ତାହାର ପିତାଙ୍କ ନାମ ଅଟେ I (ଦେଖ: [[rc://*/ta/man/translate/translate-names]])