or_tn/mrk/10/38.md

12 lines
1.3 KiB
Markdown

# You do not know
ତୁମେ ଜାଣୁ ନାହଁ
# drink the cup which I will drink
ଏଠାରେ “ପାତ୍ର” ଯୀଶୁ ଯେଉଁ ଦୁଖଭୋଗ କରିବେ ତାହାକୁ ବୁଝାଏ I ଦୁଖଭୋଗ ସର୍ବଦା ପାନପାତ୍ରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମୁଁ ଯେଉଁ ପାତ୍ରରେ ପାନ କରୁଅଛି” କିମ୍ବା “ମୁ ଯେଉଁ ଦୁଖଭୋଗର ପାନପାତ୍ର ପାନ କରୁଅଛି ତାହା ପାନ କର” (ଦେଖ: [[rc://*/ta/man/translate/figs-metaphor]])
# endure the baptism with which I will be baptized
ଏଠାରେ “ବାପ୍ତିସ୍ମ” ଓ ବାପ୍ତିଜିତ ହେବା ଦୁଖଭୋଗକୁ ଉପସ୍ଥାପନା କରେ I ଯେପରି ବାପ୍ତିସ୍ମ ସମୟରେ ଜଳ ବ୍ୟକ୍ତିଙ୍କୁ ଆଛାଦନ କରେ, ସେହିପରି ଦୁଖଭୋଗ ଯୀଶୁଙ୍କୁ ଆଛାଦନ କରିବ I ଅନ୍ୟଏକ ଅନୁବାଦରେ: “ମୁଁ ଯେଉଁ ଦୁଖଭୋଗର ବାପ୍ତିସ୍ମରେ ବାପ୍ତିସ୍ମ ନେଇଅଛି ତାହା ଭୋଗିବାକୁ ହେବ” (ଦେଖ: [[rc://*/ta/man/translate/figs-metaphor]])