or_tn/mrk/10/38.md

1.3 KiB

You do not know

ତୁମେ ଜାଣୁ ନାହଁ

drink the cup which I will drink

ଏଠାରେ “ପାତ୍ର” ଯୀଶୁ ଯେଉଁ ଦୁଖଭୋଗ କରିବେ ତାହାକୁ ବୁଝାଏ I ଦୁଖଭୋଗ ସର୍ବଦା ପାନପାତ୍ରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମୁଁ ଯେଉଁ ପାତ୍ରରେ ପାନ କରୁଅଛି” କିମ୍ବା “ମୁ ଯେଉଁ ଦୁଖଭୋଗର ପାନପାତ୍ର ପାନ କରୁଅଛି ତାହା ପାନ କର” (ଦେଖ: rc://*/ta/man/translate/figs-metaphor)

endure the baptism with which I will be baptized

ଏଠାରେ “ବାପ୍ତିସ୍ମ” ଓ ବାପ୍ତିଜିତ ହେବା ଦୁଖଭୋଗକୁ ଉପସ୍ଥାପନା କରେ I ଯେପରି ବାପ୍ତିସ୍ମ ସମୟରେ ଜଳ ବ୍ୟକ୍ତିଙ୍କୁ ଆଛାଦନ କରେ, ସେହିପରି ଦୁଖଭୋଗ ଯୀଶୁଙ୍କୁ ଆଛାଦନ କରିବ I ଅନ୍ୟଏକ ଅନୁବାଦରେ: “ମୁଁ ଯେଉଁ ଦୁଖଭୋଗର ବାପ୍ତିସ୍ମରେ ବାପ୍ତିସ୍ମ ନେଇଅଛି ତାହା ଭୋଗିବାକୁ ହେବ” (ଦେଖ: rc://*/ta/man/translate/figs-metaphor)