or_tn/mrk/10/37.md

4 lines
572 B
Markdown

# in your glory
ଯେତେବେଳେ ତୁମେ ମହିମାନ୍ବିତ ହେବ I “ଆପଣ ମହିମା ପ୍ରାପ୍ତ ହେଲେ” ବାକ୍ୟାଂଶ ଯେତେବେଳେ ଯୀଶୁ ଆପଣା ଗୌରବରେ ଓ ତାହାଙ୍କର ରାଜ୍ୟରେ ଶାସନ କରିବେ ତାହାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଆପଣା ରାଜ୍ୟରେ ଶାସନ କରିବେ” (ଦେଖ: [[rc://*/ta/man/translate/figs-metonymy]])